ହିନ୍ଦୁ ମନ୍ଦିର ପରେ ଏବେ ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ପାଇଁ ପ୍ୟାକେଜ୍

#ହିନ୍ଦୁ _ମନ୍ଦିର _ପରେ_ ଏବେ_ ସଂଖ୍ୟାଲଘୁ_ ଧର୍ମାନୁଷ୍ଠାନ_ ପାଇଁ _ପ୍ୟାକେଜ୍  ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଞ୍ଚମ ପାଳି ସରକାରରେ ହିନ୍ଦୁ ମନ୍ଦିରଗୁଡ଼ିକର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବାବେଳେ ଆଜି ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକ ନିମନ୍ତେ ମଧ୍ୟ ଅନୁରୂପ ପ୍ୟାକେଜ୍ ଘୋଷଣା କରିଛନ୍ତି। ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର, ଗଞ୍ଜାମର ତାରାତାରିଣୀ, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଥିବା […]

Continue Reading