ହସ୍ତଶିଳ୍ପ ସହ ନିଦ୍ଦେର୍ଶକଙ୍କ ଚାନ୍ଦୁଆ ବଜାର ପରିଦର୍ଶନ

ହସ୍ତଶିଳ୍ପ ସହ ନିଦ୍ଦେର୍ଶକଙ୍କ ଚାନ୍ଦୁଆ ବଜାର ପରିଦର୍ଶନ

#ହସ୍ତଶିଳ୍ପ_ସହ_ନିଦ୍ଦେର୍ଶକଙ୍କ_ଚାନ୍ଦୁଆ_ବଜାର_ପରିଦର୍ଶନ     ପିପିଲି : (ବିଜୟ କୁମାର ମହାପାତ୍ର)  କେନ୍ଦ୍ରସରକାରଙ୍କ ହସ୍ତ ଶିଳ୍ପ ବିଭାଗର ସହ ନିଦ୍ଦେର୍ଶକ ଏକେ ପାଣିଗ୍ରାହୀ ଦିଲ୍ଲୀରୁ ପୁରୀ ଅଭିମୁଖେ ଗସ୍ତ କରିବା ସମୟରେ ପିପିଲି ଠାରେ ଥିବା ଚାନ୍ଦୁଆ ବଜାର ପରିଦର୍ଶନ କରିଥିଲେ । ଶ୍ରୀ ପାଣିଗ୍ରାହୀ ଆପ୍ଲିକ ଇଣ୍ଟରନେସନାଲ ଚାନ୍ଦୁଆ ଦୋକାନରେ ପହଞ୍ଚି ଚାନ୍ଦୁଆ ମାଲିକ ସୁରେଶ ମହାପାତ୍ରଙ୍କ ସହିତ ଚାନ୍ଦୁଆରେ ତିଆରୀ କାରୁ କାର୍ଯ୍ୟ  ଓ ତାର ମାକେର୍ଟିଂ ଉପରେ ବିଶେଷ ଆଲୋଚନା କରିଥିଲେ ।ତାଙ୍କ ଗସ୍ତ ସମୟରେ ସେଠାରେ […]

Continue Reading