ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ

#ସ୍ୱାସ୍ଥ୍ୟ_ସେବାରେ_ଗୋଷ୍ଠୀ_ସହାୟତା_କାର୍ଯ୍ୟକ୍ରମ_ଅନୁଷ୍ଠିତ   ଯାଜପୁର : (ବିଶ୍ବଜିତ ରଣା) ପରିବେଶ ସ୍ୱଚ୍ଚ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିବ । ବ୍ୟକ୍ତି ସୁସ୍ଥ ରହିଲେପରିବାର, ସମାଜ ଓ ରାଷ୍ଟ୍ର ସୁସ୍ଥ ରହିବ । ଏହି ସୁସ୍ଥ ଓ ସ୍ୱଚ୍ଚ୍ଥ ପରିବେଶରେ ଗାଁ କଲ୍ୟାଣସମିତି, ମହିଳା ଆରୋଗ୍ୟ ସମିତି ଓ ଆଶାକର୍ମୀ ମାନଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଚ୍ଥନ୍ତି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି । ଶନିବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ପି.ପି.ଏମ୍. କୋ-ଅଡ଼ିନେଟର […]

Continue Reading