ସ୍ୱାଧୀତନାର ୭୩ ବର୍ଷ ପରେ ବି ଗ୍ରାମକୁ ରାସ୍ତା ନାହିଁ

ସ୍ୱାଧୀତନାର ୭୩ ବର୍ଷ ପରେ ବି ଗାଁକୁ ରାସ୍ତା ନାହିଁ

#ସ୍ୱାଧୀତନାର_୭୩_ବର୍ଷ_ପରେ_ବି_ଗାଁକୁ_ରାସ୍ତା_ନାହିଁ   ପିପିଲି  ( ବିଜୟ କୁମାର ମହାପାତ୍ର ) ପୁରୀ ଜିଲ୍ଲା ପିପିଲି ବ୍ଲକରେ ଏପରି ଏକ ଗ୍ରାମ ପଞ୍ଚାୟତ ରହିଛି ଯେଉଁଠିକି ଯିବାକୁ ରାସ୍ତା ନାହିଁ । ରାଜ୍ୟ ସରକାର ବିଭିନ୍ନ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ମାତ୍ର ଏହି ଯୋଜନା କିପିର କାର୍ଯ୍ୟ ହେଉଛି ତାହା ଦେଖିବା ପାଇଁ କେହି ନାହାନ୍ତି । ଗୋଟିଏ ପକ୍ଷେ ରାଜ୍ୟ ସରକାର ବା ଜିଲ୍ଲା ଓ ବ୍ଳକ ପ୍ରଶାସନ ଗ୍ରାମ ପଞ୍ଚାୟତର ଉନ୍ନୟନ କରାଯାଉଛି […]

Continue Reading