ସିଏଏକୁ ନେଇ ଜଳୁଛି ଦିଲ୍ଲୀ, ମୃତ୍ୟୁସଂଖ୍ୟା ୭କୁ ବଢ଼ିଲା

ସିଏଏକୁ ନେଇ ଜଳୁଛି ଦିଲ୍ଲୀ, ମୃତ୍ୟୁସଂଖ୍ୟା ୭କୁ ବଢ଼ିଲା

#ସିଏଏକୁ_ନେଇ_ଜଳୁଛି_ଦିଲ୍ଲୀ,_ମୃତ୍ୟୁସଂଖ୍ୟା_୭କୁ_ବଢ଼ିଲା  ନୂଆଦିଲ୍ଲୀ:  ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ହିଂସା ଜାରି ରହିଛି। ରବିବାର ଠାରୁ ସିଏଏକୁ ନେଇ ଜାଫରାବାଦରେ ସୃଷ୍ଟି ହୋଇଥିବା ଚାପା ଉତ୍ତେଜନା  ଭୟଙ୍କର ରୂପ ନେଇଛି। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ପଥରମାଡ଼ ଓ ପୋଡ଼ାଜଳାରେ ଏଯାଏ ୭ ଜଣଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ଜଣେ ପୁଲିସ୍‌ କନଷ୍ଟେବଲ ରହିଛନ୍ତି। ଏବେ ବି ୯୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ […]

Continue Reading