ସାବୁନ ପାଣିରେ ହାତ ଧୋଇ ଚିନ୍ତାମୁକ୍ତ ରୁହନ୍ତୁ, କିଛି ବିଗାଡି ପାରିବ ନାହିଁ

ସାବୁନ ପାଣିରେ ହାତ ଧୋଇ ଚିନ୍ତାମୁକ୍ତ ରୁହନ୍ତୁ, କିଛି ବିଗାଡି ପାରିବ ନାହିଁ

#ସାବୁନ_ପାଣିରେ_ହାତ_ଧୋଇ_ଚିନ୍ତାମୁକ୍ତ_ରୁହନ୍ତୁ     ନୂଆଦିଲ୍ଲୀ : ସମଗ୍ର ଦୁନିଆ ସଂପ୍ରତି କରୋନା ଭୂତାଣୁ ନେଇ ଆତଙ୍କିତ ଅବସ୍ଥାରେ ରହିଛି। ଏଥିରୁ ଭାରତ ମଧ୍ୟ ବାଦ୍ ପଡିନାହିଁ। କୋଭିଡ୍ ୧୯ କାରଣରୁ ଅଦ୍ୟାବଧି ପୂରା ଦୁନିଆରେ ୩୩୦୦ ଲୋକଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ୯୦ ହଜାରରୁ ଅଧିକ ଲୋକ ପୀଡିତ ଅଛନ୍ତି। ଭାରତରେ ଏ ପର୍ଯ୍ୟନ୍ତ ୩୧ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଦିଲ୍ଲୀର କିଛି ଲୋକ, ଇଟାଲୀରୁ ଆସିଥିବା ପର୍ଯ୍ୟଟକ ଓ ପେଟିଏମର ଜଣେ କର୍ମଚାରୀ ସାମିଲ, […]

Continue Reading