ସରୋଜ ମହାପାତ୍ର ଜିଲ୍ଲା ବିଜେଡ଼ି ସଭାପତି 

ଯାଜପୁର ଜିଲ୍ଲା ବିଜେଡ଼ି ସଭାପତିଭାବେ ପୁନର୍ବାର ସରୋଜ ମହାପାତ୍ର ମନୋନୀତ

#ସରୋଜ_ମହାପାତ୍ର_ଜିଲ୍ଲା_ବିଜେଡ଼ି_ସଭାପତି   ଯାଜପୁର : (ବିଶ୍ବଜିତ ମହାପାତ୍ର) ଯାଜପୁର ଜିଲ୍ଲାର ବିଜେଡ଼ିର ସଭାପତି ଭାବରେ ପୁନର୍ବାର ମନୋନୀତ ହୋଇଛନ୍ତି ସରୋଜ ମହାପାତ୍ର(ଲୁଟୁ) । ସେ ଦ୍ୱିତୀୟଥର ପାଇଁ ମନୋନୀତ ହୋଇଥିବାରୁ ସରୋଜଙ୍କୁ ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀର ବହୁ ବିଜେଡ଼ି କର୍ମୀ ଓ ନେତାମାନଙ୍କର ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଯାଜପୁର ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ୍ ଅଧ୍ୟକ୍ଷ ଓ ନେତୃବର୍ଗ ଉପସ୍ଥିତ ରହି ସରୋଜଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଥିଲେ […]

Continue Reading