ଏଣିକି କାମ ଲାଗି ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସବୁ ସୁବିଧା ଅନଲାଇନରେ ଉପଲବ୍ଧ ହେବ

#ସବୁ_ସୁବିଧା_ଅନଲାଇନରେ_ଉପଲବ୍ଧ_ହେବ  ଭୁବନେଶ୍ୱର: ଏଣିକି ଲୋକଙ୍କୁ କାମ ଲାଗି ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସବୁ ସୁବିଧା ଅନଲାଇନରେ ଉପଲବ୍ଧ ହେବ । ଲୋକେ ଘରେ ବସି ସବୁ ସୁବିଧା ପାଇବେ। ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଳୋଚନା ସମୟରେ  ବିବୃତି ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି,  ‘ଏଣିକି ରାଜ୍ୟ ସରକାରଙ୍କ ସବୁ ବିଭାଗ ‘ମୋ ସରକାର’ ଅଧିନରେ ରହିବ। ଘରେ ବସି ଲୋକେ […]

Continue Reading