ନିଜ ଘରେ ସଙ୍ଗରୋଧ ରେ ଥିବା ସାତ ହଜାର ଙ୍କୁ ଯୋଗାଯୋଗ ରେ ରଖିଛି ପ୍ରଶାସନ

ନିଜ ଘରେ ସଙ୍ଗରୋଧ ରେ ଥିବା ସାତ ହଜାର ଙ୍କୁ ଯୋଗାଯୋଗ ରେ ରଖିଛି ପ୍ରଶାସନ

#ସଙ୍ଗରୋଧରେ_ଥିବା_ସାତ_ହଜାରଙ୍କୁ_ଯୋଗାଯୋଗରେ_ରଖିଛି_ପ୍ରଶାସନ       କେନ୍ଦ୍ରାପଡା  :   କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଦେଶରୁ ଓ ଅନ୍ୟ ରାଜ୍ୟରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସିଥିବା ଲୋକ ମାନଙ୍କ ସଂପର୍କରେ ନିୟମିତ ଯୋଗାଯୋଗ ରଖା ଯାଇଥିବା ଜଣା ପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଡାକ୍ତର ସଚ୍ଚିତାନନ୍ଦ ମିଶ୍ର ଙ୍କ ନେତୃତ୍ୱରେ ଏକ ୨୫ ଜଣିଆ ଟିମ ଏହି କ୍ୱାରେଣ୍ଟାଇନ ରେ ଥିବା ଲୋକ ମାନଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟର ପରିସ୍ଥିତି ସଂପର୍କରେ […]

Continue Reading