ଷଷ୍ଠ ଦିନରେ ପହଞ୍ଚିଲା ଲକଡାଉନ

ଷଷ୍ଠ ଦିନରେ ପହଞ୍ଚିଲା ଲକଡାଉନ

  #ଷଷ୍ଠ_ଦିନରେ_ପହଞ୍ଚିଲା_ଲକଡାଉନ         ରାୟଗଡା   :  ( ଗୁରୁ ପ୍ରସାଦ ସାହୁ) ରାୟଗଡା ଜିଲ୍ଲାରେ କୋରୋନା ଜୀବାଣୁ ଠାରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ଜାରୀ ରହିଥିବା ଲକ ଡାଉନ  ଷଷ୍ଠ ଦିନରେ ପହଞ୍ଚିଛି। ଏହି ଲକ ଡାଉନ ର ପ୍ରଭାବ ଜନତା ଙ୍କ ଉପରେ ଦେଖିବାକୁ ମିଳିଛି। ଦିନ ମଜୁରିଆ, ଚାଷୀ, ଶ୍ରମିକ ମାନଙ୍କ ହାତ ବନ୍ଧା ପଡ଼ିଛି । ଅନ୍ୟ ପଟେ ପନିପରିବା, ମାଛ, ଚିକେନ, ଛେଳି ମାଂସ ଦର ଏହି ୬ ଦିନ ମଧ୍ୟରେ […]

Continue Reading