ଶବ ମାଗୁଛି ନ୍ୟାୟ 

ଶବ ମାଗୁଛି ନ୍ୟାୟ !

#ଶବ_ମାଗୁଛି_ନ୍ୟାୟ  ପୁରୀ : ସ୍ୱର୍ଗଦ୍ୱାରରେ ହେଉଛି ଶବକୁ ଅସମ୍ମାନ। ଦାହ ସ୍ଥାନ ଅଭାବରୁ ୪ରୁ ୫ ଘଣ୍ଟା ଖୋଲାରେ ପଡ଼ି ରହୁଛି ମୃତଦେହ। ସଂଖ୍ୟା ବଢିଲେ ଅକଥନୀୟ ହୀନସ୍ତା ଭୋଗୁଛନ୍ତି ଆତ୍ମୀୟ। ଏମିତିକି ଖରା, ବର୍ଷା ମାଡ଼ରୁ ବି ବର୍ତ୍ତୁନି ଶବ। ବିଶ୍ରାମାଗାର କି ପାର୍କିଂ ସୁବିଧା ନଥିବାରୁ ପରିଜନଙ୍କ ଦୁର୍ଦ୍ଦଶା କହିଲେ ନସରେ। ସ୍ୱର୍ଗଦ୍ୱାରର ଅସରନ୍ତି ସମସ୍ୟାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଗର୍ଜିବା ପରେ ପୁରୀ ସଚେତନ ନାଗରିକ ମଞ୍ଚ ସରକାରଙ୍କୁ ଘେରିଛି। ତେଲେଙ୍ଗାନାର […]

Continue Reading