ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ

#ଶପଥ_ନେଲେ_ଶିବରାଜ       ଭୋପାଳ :  ଆଜି ରାତି ୯ଟାରେ ବିଜେପିର ଶିବରାଜ ସିଂହ ଚୌହାନ  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନଠାରେ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଆଜି ସନ୍ଧ୍ୟାରେ ସେ ଶପଥ ନେବେ ବୋଲି ପୂର୍ବରୁ କୁହାଯାଉଥିଲା। ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇବା ପରେ ବିଜେପି ପାଇଁ ସରକାର ଗଠନର ସୁଯୋଗ ଉପୁଜିଛି। ଏହା ପୂର୍ବରୁ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ […]

Continue Reading