"ଲଡାଉନ ଅବଧି ଆଗକୁ ବଢାଇବାର କୌଣସିକ ଯୋଜନା ନାହିଁ "

“ଲକଡାଉନ ଅବଧି ଆଗକୁ ବଢାଇବାର କୌଣସି ଯୋଜନା ନାହିଁ “

#ଲକଡାଉନ_ଅବଧି_ଆଗକୁ_ବଢାଇବାର_କୌଣସି_ଯୋଜନା_ନାହିଁ                    ନୂଆଦିଲ୍ଲୀ      :      କରୋନାର ମୁକାବିଲା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଜାରି ରହିଛି । ହେଲେ  ଲକଡାଉନ ଅବଧି ଆଗକୁ ବଢାଇବାର କୌଣସି ଯୋଜନା ନାହିଁ ବୋଲି କ୍ୟାବିନେଟ୍ ସଚିବ ରାଜୀବ ଗୌବା ସୋମବାର କହିଛନ୍ତି  । ଦେଶବ୍ୟାପୀ ଲକଡାଉନକୁ ନେଇ ଲୋକଙ୍କ ମନରେ ଉଠୁଥିବା ଅନେକ ପ୍ରକାରର ପ୍ରଶ୍ନ ଓ ସାମାଜିକ ଗଣମାଧ୍ୟମରେ ଚାଲୁଥିବା ଖବରରେ ଏହା କୁହାଯାଉଛି ଯେ, ଲକଡାଉନ୍ ଅବଧି ଆହୁରି ବଢିପାରେ । ଏହାକୁ ନେଇ କ୍ୟାବିନେଟ୍ […]

Continue Reading