ରାହୁଲ ଗାନ୍ଧିଙ୍କ କରୋନା ଭାଇରସ ପରୀକ୍ଷା

ରାହୁଲ ଗାନ୍ଧିଙ୍କ କରୋନା ଭାଇରସ ପରୀକ୍ଷା

#ରାହୁଲ_ଗାନ୍ଧିଙ୍କ_କରୋନା_ଭାଇରସ-ପରୀକ୍ଷା    ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ କରୋନା ଭାଇରସ ହେଇଛି କି ନାହିଁ, ତା’ର ପରୀକ୍ଷା କରାଯାଇଛି। ରାହୁଲ ଗାନ୍ଧି ଫେବୃଆରୀ ୨୯ରେ ଇଟାଲୀରୁ ଫେରିବା ପରେ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର କରୋନା ସ୍କ୍ରିନିଂ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ରାହୁଲ ଗାନ୍ଧିଙ୍କ କରୋନା ଯାଞ୍ଚ ହେବା ଦାବିରେ ବିଜେପି ୩ଥର ତାଙ୍କୁ ଟାର୍ଗେଟ କରିଥିଲା। ରାହୁଲ ଇଟାଲୀ ଗସ୍ତରୁ ଫେରିଥିବାରୁ ତାଙ୍କର ମଧ୍ୟ କରୋନା ଯାଞ୍ଚ ହେବା ଦରକାର ବୋଲି ବିଜେପି ଦାବି କରିଥିଲା। […]

Continue Reading