ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ ୨୦୨୦ ପାରିତ

#ରାଜ୍ୟ_ପଛୁଆ_ବର୍ଗ_କମିଶନ_ସଂଶୋଧନ_ବିଲ_୨୦୨୦_ପାରିତ  ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଓଡ଼ିଶା ପଛୁଆବର୍ଗ କମିଶନ ବିଲ୍‌ ୨୦୨୦ ଗୃହୀତ ହୋଇଯାଇଛି । ଏହି ବିଲ ଗୃହୀତ ହେବା ପରେ ଓଡ଼ିଶାର ପଛୁଆବର୍ଗଙ୍କ ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ସର୍ଭେ କରାଯାଇପାରିବ । ଆଜି ସଂଧ୍ୟାରେ ବିଧାନସଭାରେ ଏହି ବିଲଟି ବାଚନିକ ଭୋଟରେ ଗୃହୀତ ହୋଇଛି । ରାଜ୍ୟ କ୍ୟାବିନେଟ ଆଜି ସକାଳେ ଏହି ବିଲକୁ ମଂଜୁର କରିଥିବାବେଳେ ବିଧାନସଭାରେ ଏହା ସଂଧ୍ୟାରେ ଗୃହୀତ ହୋଇଛି । ବିଧାନସଭାରେ ଏହି ବିଲକୁ ରାଜ୍ୟ […]

Continue Reading