ଶୁକ୍ରବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରିବେ ପ୍ରଧାନମନ୍ତ୍ରୀ

ରବିବାର  ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

 #ରବିବାର_ଜନତା_କର୍ଫ୍ୟୁ_ପାଳନ_କରିବାକୁ_ପ୍ରଧାନମନ୍ତ୍ରୀଙ୍କ_ଆହ୍ୱାନ     ନୂଆଦିଲ୍ଲୀ : କରୋନା ଭାଇରସ୍ ବିଶ୍ବ ସ୍ତରରେ ଅନେକ କ୍ଷତି କରିସାରିଥିବାବେଳେ ଭାରତରେ ତା’ର ମୁକାବିଲା ସଂକଳ୍ପ ଏବଂ ସଂଯମ ଦ୍ୱାରା କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁବାର ସନ୍ଧ୍ୟା ୮ଟା ସମୟରେ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଗାମୀ ୨୨ ତାରିଖ ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଏହି ଜନତା […]

Continue Reading