ଯାଜପୁରର ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଯାଜପୁରର ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

#ଯାଜପୁରର_ଆଉ_ଜଣେ_କରୋନା_ପଜିଟିଭ୍_ଚିହ୍ନଟ          ଯାଜପୁର  : ( ବିଶ୍ବଜିତ ରଣା )      ଯାଜପୁରରେ ପୁନର୍ବାର ଏକ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛି । ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ରଞ୍ଜନ କୁମାର ଦାସ ମଙ୍ଗଳବାର ପୂର୍ବାହ୍ନରେ ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏହି ପଜିଟିଭ ବ୍ୟକ୍ତି ଜଣକ ଯାଜପୁର ବ୍ଲକ ଯାଫରପୁର ପଞ୍ଚାୟତର ସାନ ତ୍ରିଲୋଚନପୁର ଗ୍ରାମର ବାସିନ୍ଦା କୋଲକତାରୁ […]

Continue Reading