‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ରାଜ୍ୟପାଳ

#ମୋ_ସରକାର_ଓ ୫-ଟି_କାର୍ଯ୍ୟକ୍ରମକୁ_ପ୍ରଶଂସା_କଲେ_ରାଜ୍ୟପାଳ  ଭୁବନେଶ୍ୱର : ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭାର ବଜେଟ୍ ଅଧିବେଶନର ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ନିଜର ସଫଳତାର ଲମ୍ବାଚଉଡ଼ା ହିସାବ ରଖିଛନ୍ତି। କିନ୍ତୁ ଗତବର୍ଷ ଜୁନ୍ ୨୫ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ମୁହଁରେ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ରଖିଥିଲେ ସେଥିରୁ ଅଧିକାଂଶ ଏବେବି ଅଧୁରା ହୋଇ ରହିଛି। ଓବିସି ଗଣନା ପାଇଁ କେନ୍ଦ୍ର ସରକାରଙ୍କୁ କ୍ୟାବିନେଟର ସୁପାରିସ ପ୍ରସଙ୍ଗ ହେଉ ଅବା ପୁଣି ସଂସଦ ଓ ବିଧାନସଭାରେ ମହିଳାଙ୍କୁ ଏକତୃତୀୟାଂଶ […]

Continue Reading