ମେଳଣ ପଡିଆକୁ ସ୍ଥାନାନ୍ତରିତ ହେବ ସାତଶଂଖ ସାପ୍ତାହିକ ହାଟ

ମେଳଣ ପଡିଆକୁ ସ୍ଥାନାନ୍ତରିତ ହେବ ସାତଶଂଖ ସାପ୍ତାହିକ ହାଟ

#ମେଳଣ_ପଡିଆକୁ_ସ୍ଥାନାନ୍ତରିତ_ହେବ_ସାତଶଂଖ_ସାପ୍ତାହିକ_ହାଟ    ଡେଲାଙ୍ଗ ( ବିଜୟ କୁମାର ମହାପାତ୍ର ) ଶନିବାର ଓ ମଙ୍ଗଳବାର ଦିନ ଅନୁଷ୍ଠିତ ହେଉଥିବା ସାତଶଂଖ ବଜାର ର ସାପ୍ତାହିକ ହାଟକୁ ମେଳଣ ପଡିଆକୁ ସ୍ଥାନାନ୍ତରିତ ହେବ ବୋଲି ପିପିଲି ତହସିଲଦାର ସୂଚନା ପ୍ରଦାନ କରିଛନ୍ତି ।ମହାମାରୀ କରୋନା ଭାଇରସ ସଂକ୍ରମିତ ରୁ ରକ୍ଷା କରିବା ହାଟରେ ଜନଗହଳୀ ଲାଗି ରହିଥିବାରୁ ସାମାଜିକ ଦୂରତା ବଜାୟ କୁ ନଜରକରି  ମଙ୍ଗଳବାର ଠାରୁ ମେଳଣ ପଡିଆକୁ ହାଟ ସ୍ଥାନାନ୍ତରିତ ହେବ  । ଏନେଇ ଅପରାହ୍ନରେ ପିପିଲି […]

Continue Reading