ମେଡିକା ହସ୍ପିଟାଲ ୧ଶହ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ

ମେଡିକା ହସ୍ପିଟାଲ ୧ଶହ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ

#ମେଡିକା_ହସ୍ପିଟାଲ_୧ଶହ_ଶଯ୍ୟା_ବିଶିଷ୍ଟ_କରୋନା_ହସ୍ପିଟାଲ    ଯାଜପୁର  :   ( ବିଶ୍ବଜିତ ରଣା )     ଟାଟାଷ୍ଟିଲ୍ ଓ ମେଡ଼ିକା ହସ୍ପିଟାଲ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ବଳରେ ଡୁବୁରୀ ସ୍ଥିତ ଟାଟା ମେଡିକା ହସପିଟଲକୁ କୋଭିଡ୍-୧୯ (କରୋନା) ହସ୍ପିଟାଲ ଭାବେ ବ୍ୟବହୃତ କରାଯିବ । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଉପସ୍ଥିତିରେ ଏହି ଚୁକ୍ତିପତ୍ର ସ୍ୱାକ୍ଷର ହେବା ସହ ଯଥାଶୀଘ୍ର ଏହାକୁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି […]

Continue Reading