ମେଗା ସ୍ବାସ୍ଥ୍ୟସେବା ଆୟୋଜିତ 

#ମେଗା_ସ୍ବାସ୍ଥ୍ୟସେବା_ଆୟୋଜିତ  କୋଦଳା : ଗଞ୍ଜାମ ଜିଲ୍ଳା କୋଦଳା ଏନଏସି ପୁରୁଣା ବଜାର ସ୍ଥିତ ଜଗନ୍ନାଥ ମନ୍ଦୀର ସମ୍ମୁଖ ରେ ଗଣେଶ ଯୁବକ ସଙ୍ଘ ଆନୁକୂଲ୍ୟରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷ୍ଯୁ ଚିକିଛାଳୟ ସହାୟତା ରେ ଚକ୍ଷ୍ଯୁପରିକ୍ଷ୍ୟା କରାଯାଇଥିବା ବେଳେ ଭୁବନେଶ୍ୱର ଆଇ ଆଇ ଆର ଏସ ସଙ୍ଘ ସହାୟତା ରେ ମୂକ ଓ ବଧିର ରୋଗୀ ମାନଙ୍କ ଚିକିଛା ସହିତ ବ୍ରହ୍ମପୁର ବଡମେଡିକାଲ […]

Continue Reading