ଭାରତ ଆସୁଛନ୍ତି ଟ୍ରମ୍ପ

ଭାରତ ଆସୁଛନ୍ତି ଟ୍ରମ୍ପ

#ଭାରତ_ଆସୁଛନ୍ତି_ଟ୍ରମ୍ପ  ନୂଆଦିଲ୍ଲୀ: ସୋମବାର ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଅବସରରେ ସେ ଭାରତର ଶୀର୍ଷ ସ୍ତରୀୟ ନେତୃବୃନ୍ଦଙ୍କ ସହ ଅନେକ ଆଲୋଚନାରେ ଭାଗ ନେବାର ଅଛି। ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ଏହା ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଅନନ୍ୟ ସୁଯୋଗ ବୋଲି କୁହାଯାଉଛି। ଟ୍ରମ୍ପଙ୍କ ସହ ଆମେରିକାର ପ୍ରଥମ ମହିଳା ମେଲାନିଆ, ଝିଅ ଇଭାଙ୍କା, ଜ୍ୱାଇଁ ଜାରେଡ୍‌ କୁଶ୍‌ନେର ଏବଂ ଟ୍ରମ୍ପ ପ୍ରଶାସନର ବରିଷ୍ଠ […]

Continue Reading