ଭାପୁର ପ୍ରେସ କ୍ଳବ ତରଫରୁ ୫୦୦୦ ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ
#ଭାପୁର_ପ୍ରେସ-କ୍ଳବ_ତରଫରୁ_୫୦୦୦_ଟଙ୍କା-ମୁଖ୍ୟମନ୍ତ୍ରୀ_ରିଲିଫ_ପାଣ୍ଠିକୁ_ଦାନ ନୟାଗଡ : ମାରାତ୍ମକ କରୋନା ଭାଇରସ ର ସଂକ୍ରମଣ ର ମୁକାବିଲା ପାଇଁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ସାହାଯ୍ୟ ର ହାତ ବଢାଉଛନ୍ତି l ବିଭିନ୍ନ ଅନୁଷ୍ଠାନ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି କୁ ଅର୍ଥ ପ୍ରଦାନ କରୁଛନ୍ତି l ଭାପୁର ପ୍ରେସ କ୍ଳବ ମଧ୍ୟ ଏଦିଗରେ ଆଗେଇ ଆସିଛି l l ଭାପୁର ପ୍ରେସ କ୍ଳବ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ନୟାଗଡ ତହସିଲଦାର ଙ୍କ ମାଧ୍ୟମ […]
Continue Reading