ବ୍ୟବସାୟୀଙ୍କୁ ଖରାରୁ ରକ୍ଷା ପାଇଁ ପାଲ ବଣ୍ଟନ
#ବ୍ୟବସାୟୀଙ୍କୁ_ଖରାରୁ_ରକ୍ଷା ପାଇଁ_ପାଲ_ବଣ୍ଟନ ଯାଜପୁର : ( ବିଶ୍ବଜିତ ରଣା ) କରୋନା ପାଇଁ ଆର.ଏମ.ସି ପରିବା ହାଟ ଓ ମୋଟରଙ୍ଗାପାଳ ହାଟ ବାଳାଶ୍ରମ ପଡିଆକୁ ଉଠିଆସିଛି । ଏହି ହାଟ ବର୍ତ୍ତମାନ ସକାଳ ୬ ରୁ ୧୦ଘଟିକା ପର୍ଯ୍ୟନ୍ତ ଚାଲିଛି । ତେବେ ୯ଘଟିକା ପରେ ଖରା ହେଉଥିବାରୁ ଆର.ଏମ.ସି ପକ୍ଷରୁ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ପାଲ ଯୋଗାଇ ଦିଆଯାଇଛି । ଏହି ପାଲକୁ ସେମାନେ ବାନ୍ଧିବା ଫଳରେ ରୌଦ୍ରତାପରୁ ରକ୍ଷା ମିଳୁଛି । ଏଥିପାଇଁ […]
Continue Reading