ସୁନାପୁର ବେଳାଭୂମିରୁ ବିଶାଳ ମୃତ ସାର୍କ ଉଦ୍ଧାର

ସୁନାପୁର ବେଳାଭୂମିରୁ ବିଶାଳ ମୃତ ସାର୍କ ଉଦ୍ଧାର

#ବିଶାଳ_ମୃତ_ସାର୍କ_ଉଦ୍ଧାର   ଚିକିଟି: ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିରେ ଆଜି ଅପରାହ୍ନରେ ଏକ ବିଶାଳକାୟ ମୃତ ସାର୍କ ଉଦ୍ଧାର ହୋଇଛି। ଉକ୍ତ ସାର୍କଟି ମୁମୂର୍ଷୁ ଅବସ୍ଥାରେ ରହିଥିଲା। ସ୍ଥାନୀୟ ମତ୍ସଜୀବୀମାନେ ତାହାକୁ କାତ ସାହାଯ୍ୟରେ ଠେଲି ଠେଲି ଗଭୀର ସମୁଦ୍ରରେ ଛାଡ଼ିଥିଲେ। ପୁଣି ରାତିରେ ଉକ୍ତ ହେ୍ଵଲ ସାର୍କଟି ଆସି କୂଳରେ ଲାଗିଛି। ସାର୍କଟି ମୃତ ବୋଲି ଜଣାପଡ଼ିଛି। ଆସନ୍ତାକାଲି ମୃତ ସାର୍କର ଶବ ବ୍ୟବଛେଦ ହେବ ବୋଲି ଗଞ୍ଜାମ ଡିଏଫ୍‌ଓ ଅମ୍ଲାନ କୁମାର ଦାସ ସୂଚନା ଦେଇଛନ୍ତି। […]

Continue Reading