ବଳଦେବଜୀଉ ମନ୍ଦିର ସମ୍ମୁଖରୁ ଆରମ୍ଭ ହେଲା ଉଚ୍ଛେଦ

ବଳଦେବଜୀଉ ମନ୍ଦିର ସମ୍ମୁଖରୁ ଆରମ୍ଭ ହେଲା ଉଚ୍ଛେଦ

#ବଳଦେବଜୀଉ_ମନ୍ଦିର_ସମ୍ମୁଖରୁ_ଆରମ୍ଭ_ହେଲା_ଉଚ୍ଛେଦ  କେନ୍ଦ୍ରାପଡା : କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରୁ ମଙ୍ଗଳବାର ଉଚ୍ଛେଦ ଆରମ୍ଭ କରାଯାଇଛି । ମନ୍ଦିରର ସୈାନ୍ଦର୍ଯୀକରଣ ଓ ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେବାପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ମନ୍ଦିର ସମ୍ମୁଖରୁ ଜବରଦଖଲ ହଟାଯାଇ ରଥଦାଣ୍ଡକୁ ପ୍ରଶସ୍ତ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । କିଛିଦିନ ତଳେ ଜିଲ୍ଲାପାଳ ସଂପୃକ୍ତ ଅଂଚଳ ସରଜମିନ୍ ପର୍ଯ୍ୟବେକ୍ଷଣ କରି ଆବଶ୍ୟକୀୟ କାର୍ଯାନୁଷ୍ଠାନ ନେବାପାଇଁ ପୈାର […]

Continue Reading