ବମିଖାଲରେ ବିଶୋଧନ କଲେ ଅଗ୍ନିଶମ କର୍ମଚାରୀ

ବମିଖାଲରେ ବିଶୋଧନ କଲେ ଅଗ୍ନିଶମ କର୍ମଚାରୀ

#ବମିଖାଲରେ_ବିଶୋଧନ_କଲେ_ଅଗ୍ନିଶମ_କର୍ମଚାରୀ         ଭୁୁବନେଶ୍ୱର : ଗତକାଲି ବମିଖାଲ ଅଂଚଳରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଂଚଳକୁ ସିଲ୍ କରି ଦିଆଯାଇଛି । ଶନିବାର ଦିନ ଅଗ୍ନିଶମ ବାହିନୀ ବମିଖାଲ ଅଂଚଳକୁ ବିଶୋଧନ କରିଛନ୍ତି । ସିଲ୍ ହୋଇଥିବା ଏକାମ୍ର ହଲ୍ ପାଖ କାଫେ କଫି ଡେ’ ଠାରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡ୍ ଠାରୁ ଝାରପଡ଼ା ଦୁର୍ଗା ମଣ୍ଡପ ଏବଂ ଦୁର୍ଗା ମଣ୍ଡପଠାରୁ କଟକ-ପୁରୀ ରୋଡର […]

Continue Reading