ପୈାର କର୍ମଚାରୀଙ୍କ ର୍ଦୁବ୍ୟବହାର, ଅଧାରୁ ବନ୍ଦ ରହିଲା ଟଙ୍କା ବଣ୍ଟନ

ପୈାର କର୍ମଚାରୀଙ୍କ ର୍ଦୁବ୍ୟବହାର, ଅଧାରୁ ବନ୍ଦ ରହିଲା ଟଙ୍କା ବଣ୍ଟନ

#ପୈାର_କର୍ମଚାରୀଙ୍କ_ର୍ଦୁବ୍ୟବହାର                କେନ୍ଦ୍ରାପଡା    :    କେନ୍ଦ୍ରାପଡା ପୈାରାଚଂଳ ଅଧିନ ୨୧ ନଂ ୱାର୍ଡ କଜଳା\ ଜନଜାତି ବସ୍ତିରେ ଶୁକ୍ରବାର ରାସନ କାର୍ଡ ହିତାଧିକାରୀ ମାନଙ୍କୁ ସହାୟତା ଟଙ୍କା ବଣ୍ଟନ ସମୟରେ ପୈାର କର୍ମଚାରୀଙ୍କ ର୍ଦୁବ୍ୟବହାର କାରଣରୁ ଉତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ଆସିଥିବା ହିତାଧିକାରୀ ମାନେ ଏହାର ପ୍ରତିବାଦ କରିବାରୁ କମଚାରୀ ଜଣକ ତାଙ୍କୁ ମାଡ ମାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ବସ୍ତିରେ ଟଙ୍କା ବଣ୍ଟନ ସମୟରେ ଅଧାରୁ […]

Continue Reading