ପୈାର କର୍ମଚାରୀଙ୍କ ର୍ଦୁବ୍ୟବହାର, ଅଧାରୁ ବନ୍ଦ ରହିଲା ଟଙ୍କା ବଣ୍ଟନ

ପୈାର କର୍ମଚାରୀଙ୍କ ର୍ଦୁବ୍ୟବହାର, ଅଧାରୁ ବନ୍ଦ ରହିଲା ଟଙ୍କା ବଣ୍ଟନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ପୈାର_କର୍ମଚାରୀଙ୍କ_ର୍ଦୁବ୍ୟବହାର                କେନ୍ଦ୍ରାପଡା    :    କେନ୍ଦ୍ରାପଡା ପୈାରାଚଂଳ ଅଧିନ ୨୧ ନଂ ୱାର୍ଡ କଜଳା\ ଜନଜାତି ବସ୍ତିରେ ଶୁକ୍ରବାର ରାସନ କାର୍ଡ ହିତାଧିକାରୀ ମାନଙ୍କୁ ସହାୟତା ଟଙ୍କା ବଣ୍ଟନ ସମୟରେ ପୈାର କର୍ମଚାରୀଙ୍କ ର୍ଦୁବ୍ୟବହାର କାରଣରୁ ଉତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ଆସିଥିବା ହିତାଧିକାରୀ ମାନେ ଏହାର ପ୍ରତିବାଦ କରିବାରୁ କମଚାରୀ ଜଣକ ତାଙ୍କୁ ମାଡ ମାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ବସ୍ତିରେ ଟଙ୍କା ବଣ୍ଟନ
ସମୟରେ ଅଧାରୁ ଟଙ୍କା ସରିଗଲା ବୋଲି କହି ଏହି ପୈାର କର୍ମଚାରୀ ଜଣକ ଟଙ୍କା ବଣ୍ଟନ ବନ୍ଦ କରି ଦେଇଥିଲେ । ପରେ ନିଜର କିଛି ଚିହ୍ନା ପରିଚିତ ଲୋକଙ୍କୁ ଡାକି ଟଙ୍କା ବାଣ୍ଟିବାରୁ ଅନ୍ୟ ହିତାଧିକାରୀ ମାନେ ଏହାର ତିବ୍ର ବିରୋଧ କରିଥିଲେ । ଏଥିରେ ଉକ୍ଷିପ୍ତ ହୋଇ କର୍ମଚାରୀ ଜଣକ ପ୍ରତିବାଦ କରୁଥିବା ଲୋକମାନଙ୍କୁ ମାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।