ପରୀକ୍ଷାରେ କପି ରୋକିବାକୁ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ : କପି କରିବା ବନ୍ଦ କର

#ପରୀକ୍ଷାରେ_କପି_ରୋକିବାକୁ_ହାଇକୋର୍ଟଙ୍କ_କଡ଼ା_ଆଭିମୁଖ୍ୟ   ଭୁବନେଶ୍ବର:  କପିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ହଲକୁ ପିଲା ନେଇପାରିବେନି ଖଣ୍ଡିଏ ବି କାଗଜ । ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇସାରିଥିବା ବେଳେ ପ୍ରଥମ ଦିନ ମାତୃଭାଷା ବିଷୟରେ କପି କରି ଧରାପଡ଼ିଛନ୍ତି ୫ ଜଣ ଛାତ୍ର । ଆଉ ଠିକ୍ ଏମିତି ବେଳେ କପି ରୋକିବାକୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ମତ ଦେଇଛନ୍ତି ହାଇକୋର୍ଟ । ୨୦୧୨ ମସିହାରୁ ଚାଲିଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି-ପରୀକ୍ଷା ବେଳେ […]

Continue Reading