ନୂଆ ଜିଲ୍ଲା ପାଇଁ ଯାଜପୁରରେ ଦାନା ବାନ୍ଧୁଛି ଆନ୍ଦୋଳନ

ନୂଆ ଜିଲ୍ଲା ପାଇଁ ଯାଜପୁରରେ ଦାନା ବାନ୍ଧୁଛି ଆନ୍ଦୋଳନ

#ନୂଆ_ଜିଲ୍ଲା_ପାଇଁ _ଦାନା_ବାନ୍ଧୁଛି_ଆନ୍ଦୋଳନ     ଯାଜପୁର : ଯାଜପୁର ସହର ତଥା ଜିଲ୍ଲା ସଦର ମହକୁମାର ବିକାଶକୁ ନେଇ ସବୁ ଆଡ଼େ ଚର୍ଚ୍ଚା। ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିକାଶର ନମୁନା ପାଲଟିଛି ଯାଜପୁର ସହର। ଅପରପକ୍ଷରେ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ଚରମ ଅବହେଳାର ଶିକାର ହେଉଛି। ଜିଲ୍ଲା ଭିତରେ ବିକାଶରେ ତାରତମ୍ୟକୁ ନେଇ ବିଚ୍ଛିନ୍ନ ହେବା ପାଇଁ ସ୍ବର ସଙ୍ଗଠିତ ହେବାରେ ଲାଗିଲାଣି। ଏପରିକି ନୂତନ ଜିଲ୍ଲା ଗଠନ ଦାବିରେ ବୁଦ୍ଧିଜୀବୀ ଅଣ୍ଟା ଭିଡ଼ିଲେଣି। ବି‌ଶେଷ କରି […]

Continue Reading