ନିଜାମୁଦ୍ଦିନ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ,ଡରନ୍ତୁ ନାହିଁ ,୨୪ ଘଣ୍ଟା ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ

ନିଜାମୁଦ୍ଦିନ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ,ଡରନ୍ତୁ ନାହିଁ ,୨୪ ଘଣ୍ଟା ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ

#ନିଜାମୁଦ୍ଦିନ_ଫେରନ୍ତାଙ୍କୁ_ମୁଖ୍ୟମନ୍ତ୍ରୀଙ୍କ_ନିବେଦନ          ଭୁବନେଶ୍ୱର : ଦିଲ୍ଲୀ ନିଜାମୁଦ୍ଦିନ ତବଲିଗରେ ଯୋଗଦେଇ ଫେରିଥିବା ଓଡ଼ିଶାବାସୀ ଡରନ୍ତୁ ନାହିଁ  ଟୋଲ୍ ଫ୍ରି’ ନମ୍ବର ୧୦୪କୁ ଫୋନ୍ କରି ୨୪ ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ ବୋଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଶନିବାର ଅନୁରୋଧ କରିଛନ୍ତି ।ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ପତ୍ରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କେବଳ ସଚେତନତା ଦ୍ୱାରା ହିଁ, ଆମେ କରୋନା ସଂକ୍ରମଣକୁ ରୋକି ପାରିବା । କରୋନାକୁ ଡରିବାର […]

Continue Reading