#ନିଜାମୁଦ୍ଦିନ_ଧର୍ମୀୟ_କାର୍ଯ୍ୟକ୍ରମରେ_ଯୋଗ_ଦେଇଥିବା_୯_ମୃତ

ନିଜାମୁଦ୍ଦିନ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୯ ମୃତ,ଦେଶବ୍ୟାପି ସର୍ଚ୍ଚ ଅପରେସନ

#ନିଜାମୁଦ୍ଦିନ_ଧର୍ମୀୟ_କାର୍ଯ୍ୟକ୍ରମରେ_ଯୋଗ_ଦେଇଥିବା_୯_ମୃତ         ନୂଆଦିଲ୍ଲୀ:      ଲକଡାଉନ ପୂର୍ବରୁ ଦିଲ୍ଲୀର ନିଜାମୁଦ୍ଦିନ ଠାରେ ଥିବା ମରକାଜ ମସଜିଦରେ ଆୟୋଜିତ ଧର୍ମୀୟ କାର୍ଯ୍ୟକ୍ରମକୁ ନେଇ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ୯୦ରୁ ଅଧିକ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ଏବଂ ୪ ରାଜ୍ୟରେ ୯ ଜଣଙ୍କ ଜୀବନ ଯିବା ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ଏହି କାର୍ଯ୍ୟକ୍ରମରେ ୨୮୦ରୁ ଅଧିକ ବିଦେଶୀ ନାଗରିକଙ୍କ ସହ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିନିଧିମାନେ ଯୋଗଦେଇଥିଲେ। […]

Continue Reading