ଦେଶରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୭୨୪ରେ ପହଂଚିଲା

ଦେଶରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୭୨୪ରେ ପହଂଚିଲା

#ଦେଶରେ_କରୋନା_ପଜିଟିଭ_ରୋଗୀଙ୍କ_ସଂଖ୍ୟା_୭୨୪         ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୭୨୪ରେ ପହଂଚିଛି । ଏଯାଏ କରୋନା କାରଣରୁ ଦେଶର ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ଭଲ ହୋଇ ଘରକୁ ଫେରି ଅସାରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ବିଶ୍ୱ ସ୍ତରରେ ମହାମାରୀ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୨ ହଜାର ଅତିକ୍ରମ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ପାଂଚ […]

Continue Reading