ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, କହିଲେ କରୋନାକୁ ରୋକିବାକୁ ଆଉ କୌଣସି ବାଟ ନ ଥିଲା

ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, କହିଲେ କରୋନାକୁ ରୋକିବାକୁ ଆଉ କୌଣସି ବାଟ ନ ଥିଲା

#ଦେଶବାସୀଙ୍କୁ_କ୍ଷମା_ମାଗିଲେ_ପ୍ରଧାନମନ୍ତ୍ରୀ      ନୂଆଦିଲ୍ଲୀ   :   କରୋନା ସଂକ୍ରମଣକୁ ରୋକିବାକୁ ନେଇ ଲକ ଡାଉନ କରା ଯାଇଥିବାରୁ ଏହାକୁ ନେଇ ହୋଇଥିବା ଅସୁବିଧା ପାଇଁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ସେ ଏ ନେଇ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି । ଲକ ଡାଉନ ସେ କହିଛନ୍ତି ଯେ ସର୍ବପ୍ରଥମେ ମୁଁ ମୋର ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ଆଜି ମୋର […]

Continue Reading