#ଦଣ୍ଡଯାତ୍ରା_ମହାମିଳନ

ଦଣ୍ଡଯାତ୍ରା ମହାମିଳନ ପାଇଁ ଶୁଭଖୁଣ୍ଟି  ସ୍ଥାପନ

#ଦଣ୍ଡଯାତ୍ରା_ମହାମିଳନ    କୋଦଳା  :ଗଞ୍ଜାମ ଜିଲ୍ଲା କୋଦଳାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପନ୍ଦର ଦଣ୍ଡ ଯାତ୍ରା ହେବା ନିମନ୍ତେ ଆଜି ଶନିବାର କୋଦଳା ଡ଼ାକ ବଙ୍ଗଳା ଅସ୍ଥାୟୀ ମେଳଣ ପଡିଆ ଠାରେ ଶୁଭଖୁଣ୍ଟ ସ୍ଥାପନ କାର୍ଯ୍ୟକ୍ରମ ସରିଛି |ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ମାଁ ଦଣ୍ଡକାଳୀ ଯାତ୍ରା ଚଳିତ ମାସ  ଚବିଶ  ତାରିଖରେ ଆରମ୍ଭ ହୋଇ ଦୀର୍ଘ ଏକୋଇଶ ଦିନଧରି ହେବାକୁ ଥିବାବେଳେ କୋଦଳା ଠାରେ ଆସନ୍ତା ଏପ୍ରିଲ ମାସ ସାତ ତାରିଖରେ ବିଭିନ୍ନ ଗ୍ରାମର ପନ୍ଦରଟି ଦଣ୍ଡ […]

Continue Reading