ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିଲା

ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିଲା

#ତୃତୀୟ_ପର୍ଯ୍ୟାୟ_ରଥ_କାଠ_ଶ୍ରୀକ୍ଷେତ୍ରରେ_ପହଞ୍ଚିଲା        ପୁରୀ : (କମଳାକାନ୍ତ ମିଶ୍ର)  ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସୋମବାର ଦିନ ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଂଚିଛି । ୨୧ ଖଣ୍ଡ ବିଭିନ୍ନ ସାଇଜ୍ ର କାଠ ଦଶପଲ୍ଲାରୁ ଟ୍ରକ୍ ଯୋଗେ ପୁରୀକୁ ଆସିଛି । ଏହି ୨୧ ଖଣ୍ଡ କାଠ ମଧ୍ୟରୁ ୨୦ ଫୁଟିଆ ଅସନ କାଠ ୯ ଖଣ୍ଡ, ୧୨ ଫୁଟିଆ ଅସନ କାଠ ୬ ଖଣ୍ଡ ଓ ୨୦ ଫୁଟିଆ ଧଉରା କାଠ ୬ ଖଣ୍ଡ ରହିଛି । […]

Continue Reading