ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୧୨ ଜଣ ବ୍ୟକ୍ତି

ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୧୨ ଜଣ ବ୍ୟକ୍ତି

#ତୃତୀୟ_କରୋନା_ପଜିଟିଭଙ୍କ_ସଂସ୍ପର୍ଶରେ_ଆସିଛନ୍ତି_୧୧୨_ଜଣ_ବ୍ୟକ୍ତି       ଭୁବନେଶ୍ୱର  :  ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ରୋଗୀଙ୍କ ସଂସ୍ପର୍ଶରେ୧୧୨ ଜଣ ଆସିଛନ୍ତି । ସେ ଦିଲ୍ଲୀରୁ ଫ୍ଲାଆଇଟ୍ ରେ ଭୁବନେଶ୍ୱରକୁ ଫେରିବା ବେଳେ ୩୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହା ବ୍ୟତୀତ ତାଙ୍କ ପରିବାର ମଧ୍ୟରେ ପତ୍ନୀ ଆଉ ଝିଅ , ଡ୍ରାଇଭର ଏବଂ ସହାୟିକା ମଧ୍ୟ ସଂସ୍ପର୍ଶରେ ଆସିଛନ୍ତି । ସେହିପରି ସେ କାମ କରୁଥିବା ବ୍ୟାଙ୍କ ର ୪୪ ଜଣ କର୍ମଚାରୀ , ବିଧାନସଗଭାରେ ୭ ଜଣ କର୍ମଚାରୀ […]

Continue Reading