ତବଲିକ ଜମାତ ବିରୁଦ୍ଧରେ ମାମଲା ରୁଜ୍ଜୁ କଲା ଇଡି

ତବଲିକ ଜମାତ ବିରୁଦ୍ଧରେ ମାମଲା ରୁଜ୍ଜୁ କଲା ଇଡି

#ତବଲିକ_ଜମାତ_ବିରୁଦ୍ଧରେ_ମାମଲା_ରୁଜ୍ଜୁ_କଲା_ଇଡି             ନୂଆଦିଲ୍ଲୀ :  ବେଆଇନ ଭାବେ ଅର୍ଥକାରବାର (ମନି ଲଣ୍ଡରିଂ) କରିବା ଅଭିଯୋଗରେ ତବଲିକ ଜମାତ ବିରୁଦ୍ଧରେ  ମାମଲା ରୁଜ୍ଜୁ କରିଛିଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ  (ଇଡି)  । ଦିଲ୍ଲୀ ପୁଲିସର ସୂଚନା ଆଧାରରେ ବେଆଇନ ଅର୍ଥକାରବାର ନିରୋଧ ଆଇନ ଅଧିନରେ ଏହି ମାମଲା ମୌଲାନା ସାଦ ଓ ଅନ୍ୟ ୮ ଜଣଙ୍କ ବିରୁଦ୍ଧରେ ରୁଜ୍ଜୁ କରାଯାଇଛି । ମୌଲାନା ସାଦ ଗଠନ କରିଥିବା ଟ୍ରଷ୍ଟକୁ ବିଦେଶରୁ ପାଣ୍ଠି ଆସୁଥିବା ଦିଲ୍ଲୀ ପୁଲିସ ତଦନ୍ତରୁ ସୁରାକ ପାଇବା ପରେ ମାମଲା […]

Continue Reading