ପ୍ରସ୍ତାବିତ ଜନଗଣନା ପ୍ରକ୍ରିୟାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଲେଖିଲେ ପତ୍ର

ପ୍ରସ୍ତାବିତ ଜନଗଣନା ପ୍ରକ୍ରିୟାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଲେଖିଲେ ପତ୍ର

#ଜନଗଣନା_ପ୍ରକ୍ରିୟାର_ସମୀକ୍ଷା_ପାଇଁ_ପ୍ରଧାନମନ୍ତ୍ରୀଙ୍କୁ_ନବୀନ_ଲେଖିଲେ_ପତ୍ର    ଭୁବନେଶ୍ୱର : କରୋନା ଭାଇରସ ସଂକ୍ରମଣର ଆଶଙ୍କା କାରଣରୁ ୨୦୨୧ ଜନଗଣନାର ପ୍ରସ୍ତାବିତ ପ୍ରକ୍ରିୟାକୁ ନେଇ ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତମାନ ସମୟରେ ଏହା ଦ୍ୱାରା ଫିଲ୍ଡ ଓ୍ବାର୍କର ମାନେ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏହାର ସମୀକ୍ଷା କରିବାକୁ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏହି ପତ୍ରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସାରା ଦେଶରେ […]

Continue Reading