ଆଳିର ୧୨ ଗ୍ରାମରେ ଘର ଘର ବୁଲି ସର୍ଭେ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ

ଆଳିର ୧୨ ଗ୍ରାମରେ ଘର ଘର ବୁଲି ସର୍ଭେ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ

#ଘର_ଘର_ବୁଲି_ସର୍ଭେ_କରୁଛନ୍ତି_ସ୍ୱାସ୍ଥ୍ୟ_କର୍ମୀ     କେନ୍ଦ୍ରାପଡା  :  ଜିଲ୍ଲାର ଆଳି ଅଂଚଳରେ ପ୍ରଥମ କରି କରୋନା ସଂକ୍ରମିତ ଙ୍କ ସନ୍ଧାନ ମିଳିବା ପରେ ପ୍ରଶାସନ ପକ୍ଷରୁ ଘର ଘର ବୁଲି ସର୍ଭେ କରିବା ଆରମ୍ଭ କରାଯାଇଛି । ଏହା ଜିଲ୍ଲାର ପ୍ରଥମ ଘଟଣା ହୋଇ ଥିବାରୁ ତାଙ୍କ ସଂଷ୍ପର୍ଶରେ ଆସିଥିବା ବ୍ୟକ୍ତି ଓ ଅଂଚଳକୁ ତନ ତନ କରି ଅନୁସନ୍ଧାନ କରାଯାଉଛି । ସଂପୃକ୍ତ ବ୍ୟକ୍ତିଙ୍କ ଘର ଠାରୁ ୩ କିମି ପରିଧି ରେ ଥିବା ୧୨ ଟି ଗ୍ରାମକୁ ଜିଲ୍ଲା […]

Continue Reading