ରାଜ୍ୟର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ସଂକ୍ରମଣର ଆଶଙ୍କା ଅଧିକ

ରାଜ୍ୟର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ସଂକ୍ରମଣର ଆଶଙ୍କା ଅଧିକ

#ଗ୍ରାମାଞ୍ଚଳ_ତୁଳନାରେ_ସହରାଞ୍ଚଳରେ_ସଂକ୍ରମଣର_ଆଶଙ୍କା_ଅଧିକ     ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ଓଡ଼ିଶାର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ବ୍ୟାପିବାର ଆଶଙ୍କା ରହିଛି । ଏହାର ମୂଳ କାରଣ ହେଉଛି ସହରାଞ୍ଚଳରେ ଜନସଂଖ୍ୟାର ଘନତ୍ୱ ଗ୍ରାମାଞ୍ଚଳ ତୁଳନାରେ ଅଧିକ । ଏବେ ଓଡ଼ିଶାରେ ମାତ୍ର ୩ ଜଣ ବ୍ୟକ୍ତି କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା ବେଳେ ସତର୍କ ନ ରହିଲେ ଏହା ପର୍ଯ୍ୟାୟ କ୍ରମେ ୩ରୁ ୩୦ ହୋଇପାରେ । ପୁଣି ଏହି ସଂଖ୍ୟା ୩୦ରୁ ୩୦୦ ଅଥବା ୩୦୦୦ରେ ପହଞ୍ଚିବା […]

Continue Reading