ଗାଁ ଗାଁ ବୁଲି ମାସ୍କ ବାଣ୍ଟୁ ଛନ୍ତି ଜିଲ୍ଲାପାଳ
#ଗାଁ_ଗାଁ_ବୁଲି_ମାସ୍କ_ବାଣ୍ଟୁ_ଛନ୍ତି_ଜିଲ୍ଲାପାଳ ରାୟଗଡା : ( ଗୁରୁପ୍ରସାଦ ସାହୁ ) କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପରତା ପ୍ରକାଶ କରୁଥିବାବେଳେ ରାୟଗଡା ଜିଲ୍ଲା ପାଳ ଓ ଅରକ୍ଷୀ ଅଧ୍ୟକ୍ଷ ଓ ଜିଲ୍ଲାର ପୋଲିସ ବାହିନୀ, ସ୍ୱାସ୍ଥ୍ୟ କର୍ମୀ ମାନେ ଅହରହ ଚେଷ୍ଟା ଚଳାଇ ଛନ୍ତି । ଜିଲ୍ଲା ବାସୀଙ୍କୁ ଏହି ରୋଗ ଠାରୁ ଦୂରେଇ ରଖିବା ପାଇଁ ଆଜି ଜିଲ୍ଲା ପାଳ ପ୍ରମୋଦ କୁମାର ବେହେରା ଗାଁ […]
Continue Reading