କ୍ଷତିଗ୍ରସ୍ତ ମୁଗ ଓ ଡାଳୁଅ ଚାଷୀଙ୍କୁ କ୍ଷତିପୂରଣ ଦାବି

କ୍ଷତିଗ୍ରସ୍ତ ମୁଗ ଓ ଡାଳୁଅ ଚାଷୀଙ୍କୁ କ୍ଷତିପୂରଣ ଦାବି

#କ୍ଷତିଗ୍ରସ୍ତ_ମୁଗ_ଓ_ଡାଳୁଅ_ଚାଷୀଙ୍କୁ_କ୍ଷତିପୂରଣ_ଦାବି      କେନ୍ଦ୍ରାପଡା  : ( ମହମ୍ମଦ ଏଲିୟାସ ) ଜିଲ୍ଲାରେ ଅଦିନିଆ ବର୍ଷା ଲାଗି ରହିଥିବାରୁ ଡାଳୁଅ ଚାଷ ନଷ୍ଟ ହେବା ସହ ମୁଗ ଓ ବିରି ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଏନେଇ ଚାଷୀମାନେ ଜିଲ୍ଲା କୃଷି ଅଧିକାରୀ ଙ୍କୁ ସାକ୍ଷାତ କରି କ୍ଷୟକ୍ଷତି ଆକଳନ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି । କେଦ୍ରାପଡା ଜିଲ୍ଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ଏନେଇ ଶୁକ୍ରବାର ଜିଲ୍ଲା କୃଷି ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି […]

Continue Reading