କୋଭିଡ୍-୧୯ ବିଶ୍ୱ ମହାମାରୀ ପାଇଁ ଉତ୍କଳ ଆଲୁମିନାର ପ୍ରସ୍ତୁତି

କୋଭିଡ୍-୧୯ ବିଶ୍ୱ ମହାମାରୀ ପାଇଁ ଉତ୍କଳ ଆଲୁମିନାର ପ୍ରସ୍ତୁତି

#କୋଭିଡ୍_୧୯_ପାଇଁ_ଉକ୍ରଳ_ଆଲୁମିନାର_ପ୍ରସ୍ତୁତି       ରାୟଗଡ଼ା  : (ଗୁରୁ ପ୍ରସାଦ ସାହୁ)    ରାୟଗଡ଼ାର କାଶୀପୁର ବ୍ଲକରେ ଥିବା ଆଦିତ୍ୟ ବିର୍ଲା ଗ୍ରୁପର କମ୍ପାନି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍, ଦୋରାଗୁଡ଼ା ପକ୍ଷରୁ ସ୍ଥାନୀୟ ସମାଜ ଏବଂ ସ୍ଥାନୀୟ ପ୍ରଶାସନ ସମନ୍ୱୟରେ କୋଭିଡ-୧୯ ବିଶ୍ୱ ମହାମାରୀର ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ପ୍ରକାର ଉପଯୁକ୍ତ ପ୍ରତିଷେଧ ମୂଳକ ପଦକ୍ଷେପ ଜରିଆରେ ସମସ୍ତ ଅଂଶୀଦାରଙ୍କ ସହ ମିଶି ୟୁଏଆଇଏଲ୍ ନିରନ୍ତର ଭାବେ କାର୍ଯ୍ୟ […]

Continue Reading