କେବଳ ୨ଟି ବର୍ଗର ବ୍ୟକ୍ତିମାନଙ୍କର ହେବ ମାଗଣା କରୋନା ପରୀକ୍ଷା

କେବଳ ୨ଟି ବର୍ଗର ବ୍ୟକ୍ତିମାନଙ୍କର ହେବ ମାଗଣା କରୋନା ପରୀକ୍ଷା

#କେବଳ_୨ଟି_ବର୍ଗର_ବ୍ୟକ୍ତିମାନଙ୍କର_ହେବ_ମାଗଣା_କରୋନା_ପରୀକ୍ଷା     ନୂଆଦିଲ୍ଲୀ: କେବଳ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଏବଂ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ହତିଧିକାରୀଙ୍କ ପାଇଁ ଘରୋଇ ହସ୍ପିଟାଲାରେ  ମାଗଣା ପରୀକ୍ଷା ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। , ସମ୍ପର୍କରେ  ନିଜର ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ ଆଣିଛନ୍ତି ସୁପ୍ରିମକୋର୍ଟ। ନୂଆ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ  ଘରୋଇ ଏବଂ ସରକାରୀ ଲାବୋରେଟୋରୀରେ ସମସ୍ତଙ୍କ ନମୁନା ମାଗଣାରେ ପରୀକ୍ଷା ହେବନାହିଁ। ଏହା ଉପଲବ୍ଧ ହେବ। ସୁପ୍ରିମକୋର୍ଟ  କହିଛନ୍ତିଯେ, ଏହି ଦୁଇ […]

Continue Reading