କେନ୍ଦ୍ରାପଡା ଜିଲ୍ଲା ନୂତନ କୋର୍ଟ ଗୃହ ଉଦଘାଟିତ

କେନ୍ଦ୍ରାପଡା ଜିଲ୍ଲା ନୂତନ କୋର୍ଟ ଗୃହ ଉଦଘାଟିତ

#କେନ୍ଦ୍ରାପଡା_ଜିଲ୍ଲା_ନୂତନ_କୋର୍ଟ_ଗୃହ_ଉଦଘାଟିତ  କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ଜିଲ୍ଲା କୋର୍ଟ କମ୍ପେ୍ଲକ୍ସର ନୂତନ ଗୃହ ଉଦ୍ଘାଟିତ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଂଜୁ ପଣ୍ଡା ମୁଖ୍ୟଅତିଥିଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଗୁରୁବାର ସଂନ୍ଧ୍ୟାରେ ଆୟୋଜିତ ଏହି ଉଦ୍ଘାଟନୀ ସଭାରେ ମାନ୍ୟବର ହାଇକୋର୍ଟର ବିଚାରପତି ଶତ୍ରୁଘ୍ନ ପୂଜାରୀ ଓ ଜିଲ୍ଲା ଓ ଦୈାରାଜଜ ବାସୁଦେବ ପଣ୍ଡା ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଜେଏମ୍ଏଫ୍ସି ବିଚାରପତି […]

Continue Reading