କେନ୍ଦ୍ରାପଡା ଜିଲ୍ଲାରେ ବଢୁଛନ୍ତି କରୋନା ସଂନ୍ଦିଗ୍ଦ ,ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର

କେନ୍ଦ୍ରାପଡା ଜିଲ୍ଲାରେ ବଢୁଛନ୍ତି କରୋନା ସଂନ୍ଦିଗ୍ଦ ,ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର

#କେନ୍ଦ୍ରାପଡା_ଜିଲ୍ଲାରେ_ବଢୁଛନ୍ତି_କରୋନା_ସଂନ୍ଦିଗ୍ଦ   କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ କରୋନା ପାଇଁ ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି ସରକାରଙ୍କ ଗାଇଡ ଲାଇନ ବିଷୟରେ ଅବଗତ ହୋଇଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ୮ ଜଣ ବିଦେଶରୁ ଆଶିଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ସନ୍ଦେହରେ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ବେଳେ ଓମାନରୁ ଫେରିଥିବା ପଟ୍ଟାମୁଣ୍ଡେଇଣ୍ଟଅଂଚଳରା ଜଣେ ଯୁବକଙ୍କୁ କଟକ ବଡ ଡାକ୍ତରଖାନାରେ ୧୪ ଦିନ ପାଇଁ ପର୍ଯ୍ୟବ୍ୟକ୍ଷଣରେ ରଖାଯାଇଛି । ଥଣ୍ଡା, […]

Continue Reading