#କେନ୍ଦ୍ରାପଡାରେ_କାର୍ଯ୍ୟକ୍ଷମ_ହେଲା_କୋଭିଡ-ହସପିଟାଲ

କେନ୍ଦ୍ରାପଡାରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସପିଟାଲ

#କେନ୍ଦ୍ରାପଡାରେ_କାର୍ଯ୍ୟକ୍ଷମ_ହେଲା_କୋଭିଡ-ହସପିଟାଲ              କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଛତାଠାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ କରାଯାଇଛି । ଛତାସ୍ଥିତ ପଲିଟେକନିକ ତାଲିମ କେନ୍ଦ୍ରକୁ ଯୁଧ୍ୟକାଳୀନ ଭିତିରେ କୋଭିଡ ହସପିଟାଲ ରେ ପରିବର୍ତନ କରାଯାଇ କରୋନା ସଂକ୍ରମିତ ଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ସ୍ଥାପନ କରାଯାଇଛି । ଗତକାଲି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର ସ୍ଥିତ ସମ ହସପିଟାଲ ମଧ୍ୟରେ ଏକ ବୁଝାମଣା […]

Continue Reading