କରୋନା ମୁକାବିଲା ପାଇଁ ରିଲିପଂ ପାଣ୍ଠିକୁ ଦାନ

କରୋନା ମୁକାବିଲା ପାଇଁ ରିଲିପଂ ପାଣ୍ଠିକୁ ଦାନ

#କରୋନା_ମୁକାବିଲା_ପାଇଁ_ରିଲିପଂ_ପାଣ୍ଠିକୁ_ଦାନ      ଯାଜପୁର  : ( ବିଶ୍ବଜିତ ରଣା )      କରୋନା ର ମୁକାବିଲା ପାଇଁ ରିଲିପଂ ପାଣ୍ଠିକୁ ଦାନ କରିବାକୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଶ ବାସୀଙ୍କୁ ନିବେଦନ କରିଥିଲେ । ଯାଜପୁରରେ ଏଥିପାଇଁ ଜିଲାପାଳଙ୍କ ମାଧ୍ୟମରେ ବିଭିନ୍ନ ସମାଜସେବୀ,ଲୋକପ୍ରତିନିଧି,ସ୍ୱେଚ୍ଛାସେବୀ ମାନେ ରିଲିପଂ ପଂଣ୍ଡକୁ ଦାନ କରୁଛନ୍ତି । ଆଜି ଯାଜପୁର ଜିଲାର ୩୯ ଜଣ ଜିଲାପରିଷଦ ସଭ୍ୟଙ୍କ ପକ୍ଷରୁ ଗୋଟିଏ ମାସର ଦରମା ବାବାଦକୁ ଏକ ଲକ୍ଷ ୧୪ ହଜାର ୬୫୦ […]

Continue Reading